Registration form - Bhubaneswar-Odia Wikipedia 9th Anniversary Celebration
ସୂଚନା: ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯଥା; ଆପଣଙ୍କ ନାମ ଓ ଇମେଲ ଠିକଣା କାହାକୁ ଦିଆଯିବ ନାହିଁ । ଆମେ ବୋଧେ ଆପଣ ଉଇକିପିଡ଼ିଆ ବା ଏହାର ବାକି ପ୍ରକଳ୍ପରେ ସମ୍ପାଦନା ଜାରି ରଖିଲେ ଆପଣଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଏହା ବ୍ୟବହାର କରିବୁ । ଯଦି ଆପଣ ମେଲ ଯୋଗେ କୌଣସି ଯୋଗାଯୋଗ ନ ଚାହାଁନ୍ତି ତେବେ ପ୍ରକୃତ ନାମ ଓ ଇମେଲ ଦିଅନ୍ତୁ ନାହିଁ । ଆପଣଙ୍କର ଗୋପନୀୟତାକୁ ଆମେ ସମ୍ମାନ ଦେଉ, ଏହି ତଥ୍ୟ କେବଳ ପରିଚାଳନାକାରୀ ସଭ୍ୟଙ୍କ ବ୍ୟବହାର ନିମନ୍ତେ ।
......................

ଓଡ଼ିଆ ଉଇକିପିଡ଼ିଆ (https://or.wikipedia.org) ଅନଲାଇନରେ ଉପଲବ୍ଧ ଓଡ଼ିଆ ଭାଷାର ଏକ ମୁକ୍ତ ଜ୍ଞାନକୋଷ । ଚଳିତ ମାସ ୨୯ ତାରିଖରେ ଏହାର ୯ମ ବାର୍ଷିକ ଜନ୍ମତିଥି ଭୁବନେଶ୍ଵରର ଏକାଡେମି ଅଫ ମିଡ଼ିଆ ଲର୍ଣ୍ଣିଙ୍ଗରେ ଅପରାହ୍ଣ ୪ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପରିବାର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ କରୁଛି । 

Venue: Academy of Media Learning, M-6, Samanta Vihar Bhubaneswar – 751017
Google map: http://goo.gl/tdRFQ
Sign in to Google to save your progress. Learn more
ପୁରା ନାମ (Full Name) *
ଆପଣଙ୍କ ପୁରା ନାମ ଦିଅନ୍ତୁ (Type your full name)
ଇ-ମେଲ (Email) *
ଆପଣଙ୍କ ଇ-ମେଲ (Your e-mail address)
ସଙ୍ଗଠନ (Organization) *
ଆପଣ କାମ କରୁଥିବା ସଙ୍ଗଠନର ପୁରା ନାମ (Your current organization or community)
Username
Your Wikipedia username (ଆପଣଙ୍କ ଉଇକିପିଡ଼ିଆ ବ୍ୟବହାରକାରୀନାମ)
ଆପଣ କାହିଁକି ଏହି କର୍ମଶାଳାଟିରେ ଭାଗ ନେବାକୁ ଇଚ୍ଛୁକ? (Why you want to attend this Odia Wikipedia Workshop?)
ଆପଣ ଏହି କର୍ମଶାଳାରୁ କଣ ଶିଖିବାକୁ ଚାହାନ୍ତି ଜଣାନ୍ତୁ (Tell us what would like to learn from this workshop.)
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy